ରାଜଧାନୀରୁ ଦୁଇ ଶିଶୁ ନିଖୋଜ ଘଟଣା : ଭଦ୍ରକ ଷ୍ଟେସନ୍‌ରୁ ଉଦ୍ଧାର, ଚିଙ୍ଗୁଡ଼ି ଫାର୍ମରେ ଦିଆଯାଉଥିଲା ନିର୍ଯାତନା

ଭୁବନେଶ୍ୱର/ଭଦ୍ରକ : ଇନ୍‌ଫୋସିଟି ଥାନା ଅଧୀନ ପଟିଆ ଚିରଗାଲଟୋଲା ବସ୍ତିରୁ ଶେଷ ରଜ ଦିନଠାରୁ ନିଖୋଜ ହୋଇଥିବା ଦୁଇ ଶିଶୁଙ୍କୁ ଆଜି ଭଦ୍ରକ ଷ୍ଟେସନ୍‌ରୁ ଉଦ୍ଧାର କରାଯାଇଛି। ଖବର ପାଇ ଇନ୍‌ଫୋସିଟି ଥାନା ପୁଲିସ ଭଦ୍ରକ ଯାଇଛି। ସେଠାରେ ଶିଶୁ ଦୁହେଁ ଚାଇଲ୍‌ଡ ଲାଇନ କର୍ତୃପକ୍ଷଙ୍କ ହେପାଜତରେ ଅଛନ୍ତି। ଆସନ୍ତାକାଲି ଉଭୟଙ୍କୁ ଭୁବନେଶ୍ୱର ଅଣାଯିବ। ତେବେ ଦୁହେଁ କେଉଁ ପରିସ୍ଥିତିରେ ଭୁବନେଶ୍ୱରରୁ ଭଦ୍ରକ ଗଲେ ତାକୁ ନେଇ ତଦନ୍ତ ଆରମ୍ଭ … Continue reading ରାଜଧାନୀରୁ ଦୁଇ ଶିଶୁ ନିଖୋଜ ଘଟଣା : ଭଦ୍ରକ ଷ୍ଟେସନ୍‌ରୁ ଉଦ୍ଧାର, ଚିଙ୍ଗୁଡ଼ି ଫାର୍ମରେ ଦିଆଯାଉଥିଲା ନିର୍ଯାତନା